ଦୁଇ ଓଡିଆ ଯବାନଙ୍କୁ ମରୋତ୍ତର ସମ୍ମାନ

ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ ) : ପୁଲୱାମା ଆତଙ୍କବାଦୀ ହମଲାରେ ଦୁଇ ଓଡିଆ ଯବାନ ଜଗତସିଂହପୁର ଜିଲ୍ଲାର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲାର ମନୋଜ ବେହେରାଙ୍କୁ ଆଗାମୀ ଏପ୍ରିଲ ୧୪ ରେ ବ୍ରହ୍ମପୁର ଠାରେ ମରଣୋତ୍ତର ସୂର୍ଯ୍ୟପାତ୍ର ସମ୍ମାନ ପ୍ରଦାନ କରାଯିବ । ଏକ ସାପ୍ତାହିକ ସମ୍ବାଦ ପେପର ତରଫରୁ ଏହି ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସାହାର୍ଯ୍ୟ କରିବାକୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ