ଧର୍ମଗଡ ନବନିର୍ବାଚିତ ବିଧାୟକଙ୍କ କୋକସରା ସ୍ବାସ୍ଥକେନ୍ଦ୍ର ପରିଦର୍ଶନ

ଧର୍ମଗଡରୁ ବିଧାୟକ ନିର୍ବାଚିତ ହେବାପରେ ମୈାଷୁଧି ବାଗ ଆଜି ପ୍ରଥମ ଥରପାଇଁ କୋକସରା ଗସ୍ତରେ ଆସି ଦଳିୟ କାର୍ଯ୍ୟାଳୟରେ କର୍ମି ମାନଙ୍କୁ ଭେଟି ଆଳୋଚନା ପରେ ଗୋଷ୍ଠି ସ୍ବାସ୍ଥକେନ୍ଦ୍ର ପରିଦର୍ଶନରେ ପହଞ୍ଚିଥବା ବେଳେ ପ୍ରତେକ ଓ୍ବାର୍ଡ ବୁଳି ରୋଗି ଓ ସଂମ୍ପକିୟ ମାନଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପକରେ ପଚାରି ବୁଝିଥିଲେ। ପରେ ସ୍ବାସ୍ଥକେନ୍ଦ୍ର ଦାୟିତ୍ବ ରେ ଥିବା ଅଧିକାରି ଡ.ତତ୍ତ୍ବଦର୍ଶି ଦାସଙ୍କ ସହ ସ୍ବାସ୍ଥକେନ୍ଦ୍ର ରହିଥିବା ସମସ୍ୟା ଉପରେ ବୁଝିଥିଲେ। ନିରାମୟ ଯୋଜନା ସହ ପ୍ରସୁତି ରୋଗି ମାନଙ୍କୁ ମିଳୁଥିବା ସହାୟତା ସଂପର୍କିତ ତଥ୍ୟ ଉପରେ ପଚାରି ବୁଝିଥିଲେ। ତାଙ୍କ ସହ ଦଳିୟ କର୍ମି ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ