“ନବୀନ’ର ୯୦ତମ ସ୍ୱନକ୍ଷତ୍ର ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ
ବ୍ରହ୍ମପୁର : ସାପ୍ତାହୀକ “ନବୀନ’ ସମ୍ବାଦପତ୍ରର ୯୦ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସାହିତ୍ୟିକ ସମାବେଶ ଓ କବିତା ପାଠେ ।ତ୍ସବ ଅନୁଷ୍ଠିତ ହେ ।ଇଯାଇଛି । ପ୍ରତିଷ୍ଠାନର କାଯର୍ୟକାରୀ ସଭାପତି ଡ଼. ଶ୍ରୀବତ୍ସ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯର୍ୟକ୍ରମରେ ପ୍ରଫେସର ପିସି ସାହୁ ଏବଂ ଡ଼. କୈଳାସ ଦାଶ ଅତିଥି ଭାବେ ଯେ ।ଗ ଦେଇଥିଲେ । ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ପରି·ଳନାରେ ଏବଂ କବି ଚିନ୍ମୟ ରଞ୍ଜନ ମିଶ୍ର, ସୌଦାମିନୀ ମିଶ୍ର ଓ କପିଳ ଚନ୍ଦ୍ର ମହାନ୍ତିଙ୍କ ସଂଯେ ।ଜନାରେ କବିତା ପାଠେ ।ତ୍ସବ ଅନୁଷ୍ଠିତ ହେ ।ଇଥିଲା । କବିତା ପାଠେ ।ତ୍ସବରେ ଡ଼. ଡ଼ମ୍ବରୁଧର ସାହୁ, ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼ା. ଶ୍ରୀବତ୍ସ ଦଳାଇ, କପିଳ ଚନ୍ଦ୍ର ମହାନ୍ତି, ଜ୍ୟୋତ୍ସ୍ନା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ପଙ୍କଜ କୁମାର ପାଣିଗ୍ରାହୀ, ସୌଦାମିନୀ ମିଶ୍ର, ନିହାରିକା ସାହୁ, ଶକୁନ୍ତଳା ରଥ, ରଘୁନାଥ ପାଢ଼ୀ ଶର୍ମା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଦିପ୍ତୀଲେଖା ମିଶ୍ର, ଅ ।ର. ସୁନନ୍ଦା ଚୌଧୁରୀ, ରାଧାଚରଣ ନାୟକ, ବିଜୟ କୁମାର ପାତ୍ର, କାର୍ତ୍ତିକେଶ୍ୱର ପ୍ରଧାନ, ସ୍ୱର୍ଣ୍ଣମୟୀ ପାଢ଼ୀ, ସୁଧାଞ୍ଜଳି ମିଶ୍ର, ଭଗବାନ ତ୍ରିପାଠୀ, ବିଜୟ କୁମାର ପାତ୍ର, ଜିତେନ୍ଦ୍ର ନାଥ ପଟ୍ଟନାୟକ, ବନ୍ଦନା ମହାପାତ୍ର, ପିତବାସ ପ୍ରଧାନ, ଡ଼. ଲୀଳାମୟ, ପ୍ରଦୀପ କୁମାର ଷଡ଼ଙ୍ଗୀ ପ୍ରମୁଖ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କବି ସମ୍ମିଳନୀରେ ନବୀନର ସମ୍ପାଦକ ରବି ରଥ, ପ୍ରଭାକର ସାହୁ, ହୃଷିକେଶ ମହାନ୍ତି, ମଞ୍ଜୁ ରଥ, ପବିତ୍ର କୁମାର ଚୌଧୁରୀ, ରବି ରାଉତରାୟ, ସୂଯର୍ୟ ନାରାୟଣ ବେହେରା, ଡ଼. ପ୍ରଫୁଲ ଚନ୍ଦ୍ର ମହାନ୍ତି, କାହ୍ନୁ ବାଳକୃଷ୍ଣ ବିହାରୀ, ସାଇସତ୍ୟମ୍ ମହାନ୍ତି, ଭଜରାମ ମହାପାତ୍ର, ସତ୍ୟ ନାରାୟଣ ବେହେରା, ସିଏଚ୍ ପ୍ରେମ କୁମାର, ସୀମାଞ୍ଚଳ ନାହାକ, କୁରେଶୁ ପ୍ରଧାନ, ଚନ୍ଦ୍ରକାନ୍ତ ସୂତାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।


