ନାବାଳିକା ଅପହରଣ ଅଭିଯୋଗ ଟାଉନ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ ନାବାଳିକା ଅପହରଣ ଅଭିଯୋଗ ଉପରେ ଟାଉନ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ପୀରୁଙ୍କ ପତ୍ନୀ ରୁକସାନା ବେଗମ ଟାଉନ ଥାନାରେ ଗତ ବୁଧବାର ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ଏକ ନାବାଳିକା ଝିଅକୁ ଗତ ମଙ୍ଗଳବାର ଠାରୁ କେହି ଅପହରଣ କରି ନେଇଛି । କିନ୍ତୁ ଏହା ମଧ୍ୟରେ ୪ଦିନ ବିତିଯାଇଥିଲେ ବି ସେଥିପ୍ରତି ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପରନ୍ତୁ ତାଙ୍କ ନାବାଳିକା ଝିଅର ଜୀବନ ପ୍ରତି ବିପଦ ରହିଥିବା ବେଳେ ପୋଲିସର ନିଷ୍କ୍ରୀୟତା ନେଇ ସେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ