ପଣା ସଂକ୍ରାନ୍ତିରେ ପଣା ବଣ୍ଟନ

ଚିକିଟି (ଯୁଗାବ୍ଦ ନ୍ୟୁଜ ) : ମହାବିଷୁବ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଅବସରରେ ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ସୁନ୍ଦରେଶ୍ୱର ବଣିକ ସଂଘ ସଭାପତି ରମେଶ ସାହୁଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଣା ସଂକ୍ରାନ୍ତି ଉପଲକ୍ଷେ ସଂଘ ତରଫରୁ ନବାତ ପଣା ପ୍ରସ୍ତୁତ କରାଯାଇ ଲୋକ ମାନଙ୍କୁ ବାଣ୍ଟିବା ସହ ଓଡିଆ ନୂତନ ବର୍ଷକୁ ପାଳନ କରିବା ସହ ହନୁମାନ ଜୟନ୍ତି ସଂଘ ତରଫରୁ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ