ପୋଲିସ୍ କର୍ମ ଚାରି ଙ୍କୁ ମାଡ ମାରି ଫେରାର
ମୋହନ, (ଅଂଶୁମାନ ପଣ୍ଡା):ପ୍ରାୟ ରାତି ୧୦ ଟାରେ ମଦ ରେଡ୍ ପାଇ ପେଟ୍ରଲିଙ୍କ ରେ ଯାଈଥିବା ବେଳେ ଅଡବା ପୋଲିସ କୁ ବିରିକୁଟ ହରିଜନ ସାହିର ୧୫ ରୁ ଉର୍ଦ୍ଧ ଲୋକେ ପୋଲିସ୍ ଗାଡିକୁ ଅଟକାଈ ଗାଡି କୁ ଭଙ୍ଗାରୁଜା କରିବା ସହ ସାତଜଣ କର୍ମ ଚାରି ଙ୍କୁ ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇ ଯାଈଛନ୍ତି ଦୁର୍ବତ ମାନେ ।ପୁଲିସ କର୍ମ ଚାରୀ ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗଜପତି ଏସ୍.ପି ସାରାଶର୍ମା ଏବଂ ଅଡବା ଥାନା ଅଧିକାରି ଙ୍କୁ ଅବଗତ କରାଈବା ପରେ ଏକ ମାମଲା ରଜୁ କରି ତଦନ୍ତ ଜାରି ରହଛି


