ପ୍ରଧାନମନ୍ତ୍ରୀ ଆବାସ, ବାଣ୍ଟିଲେ ପୋଲସରା ବିଧାୟକ

ପୋଲସରା (ଯୁଗାବ୍ଦ ନ୍ୟୁଜ) , ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ମିଟିଙ୍ଗ ହଲରେ “ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା” ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଏହି ଯୋଜନାରେ ଉପକୃତ ୨୦୦ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିଛନ୍ତି ।


