ବାଳିକା ଉଚ୍ଚବିଦ୍ୟାଳୟରେ ନିର୍ଭୟ କଢ଼ି କାର୍ଯ୍ୟକ୍ରମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ନିର୍ଭୟ କଢ଼ି ଓ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ମହାପାତ୍ର, ଲିଲି ବେହେରା, ଏ.ଇନ୍ଦିରା, ଉମା ବେହେରା, ଜି.ସରସ୍ୱତୀ, ଜୟନ୍ତୀ ମିଶ୍ର, ଦୀପାରାଣୀ ବେହେରା ଓ ମଞ୍ଜୁବାଳା ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ସମସ୍ତ ଗୁୁରୁମା ଓ କର୍ମଚାରୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଶେଷରେ କବିତା ପଠନ କରାଯାଇଥିଲା ।


