ବିଜୁବାବୁଙ୍କ ୨୪ତମ ଶ୍ରଦ୍ଧାବର୍ଷିକ ପାଳିତ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସ୍ଥାନୀୟ ବିଜୁ କଲ୍ୟାଣି ମଣ୍ଡପ ଠାରେ ବିଜେଡ଼ି ଦଳ ପକ୍ଷରୁ ବରିଷ୍ଟକର୍ମୀ ମାନେ ଏକତ୍ରିତ ହୋଇ ବିଜୁବାବୁଙ୍କ୨୪ତମ ଶ୍ରଦ୍ଧାବର୍ଷିକ ପାଳନ କରିଛନ୍ତି , ପ୍ରଥେମେ ବିଜୁ ବାବୁଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଆପଣ କରିବା ପରେ ଦୀପ ଧୂପ ଶ୍ରଦ୍ଧାବର୍ଷିକ ପାଳନ କରିଛନ୍ତି, ଏହି ଅଵସରରେ ବ୍ଲକ ବିଜେଡ଼ି ସଭାପତି ରଞ୍ଜୀବ ଶବର, ଜିଲ୍ଲା ଉପସଭାପତି ଦଣ୍ଡାସୀ ସାହୁ, ଜିଲ୍ଲା ଯୁବ ଉପସଭାପତି ଫିରୋଜ ପଟ୍ଟନାୟକ, ବରିଷ୍ଠ ନେତା ରାଜେନ୍ଦ୍ର ନାୟକ, ଯୁବ ନେତା ବିଳାସ ନାୟକ, ବ୍ଲକ ଛାତ୍ର ସଭାପତି ଶୁଭଙ୍କର ଦତ୍ତ, ଦେବା ନାୟକ, ସମିତି ସଭ୍ୟ ସୁବାଷ ମଳିକ, ଅଜିତ ନାୟକ, ଯୁବ ନେତା ସୁନୀଲ ବିଶୟୀ, ଶଙ୍କର ଦଳେଇ, ବିଭୁ ମଳିକ ଏବଂ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧା ଦିବସ ପାଳନକରିଥିଲେ, ଇଜୁ ବାବୁନା ସ୍ତୁତିଚରଣ କରିବା ସହ କର୍ମୀ ମାନେ ନିରବ ପ୍ରାଥନା କରିଥିଲେ ଏହି ଅବସରେ ସମସ୍ତେ ମାକ୍ସ ବେବହାର କରିବା ସହ କୋଭିଡ ନିୟମ ପାଳନକରିଥିବା ଦେଖିବାକୁ ମିଳିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ