ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ଗୋରୁବୋଝେଇ ପିକ ଅପ୍ ଭେନ ,୮ଗୋରୁ ଗୁରୁତର

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଖେରଣା ସ୍କୁଲ ପାଖ ବିଦ୍ୟୁତ ଖୁଣ୍ଟରେ ଆଜି ଭୋରୁ ଏକ ଗୋରୁ ବୋଝେଇ ଗଡ଼ି ପିଟି ହେବା ଫଳରେ ଗାଡ଼ିରେ ବନ୍ଧା ହୋଇଥିବା ୮ଟି ଗୋରୁ ଗୁରୁତର ହୋଇଥିଲେ । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ସୋଇଯାଇଥିଲା । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଗୋରୁ ଗୁଡ଼ିକୁ ଉଦ୍ଧାର କରିବା ସହ ଗାଡ଼ିକୁ ଜବତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ