ବିନା ହେଲମେଟ ରେ ଓଭର ବ୍ରିଜ ରେ ଯିିବା ମନା
ଆଜିଠାରୁ ବିନା ହେଲମେଟ ରେ ଓଭର ବ୍ରିଜ ରେ ବାଇକ ଆରୋହୀ ଙ୍କ ଉପରେ କଟକଣା ଜାରି କରିଛି କମିଶନର ରେଟ ପୋଲିସ । ଓଭର ବ୍ରିଜ ଉପରେ ବାରମ୍ବାର ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହିଭଳି ପଦକ୍ଷେଦ ନେଇଛି ଜିଲ୍ଲା୍ ପ୍ରଶାସନ । ଅଧିକ ଦୁର୍ଘଟଣା ହେଉଥିବା ରସୁଲଗଡ ରୁ ଖଣ୍ଡଗିରି ଓଭର ବ୍ରିଜ ମଧ୍ୟରେ ଏହି ନିୟମ କୁ କଡାକଡି ଭାବରେ ପାଳନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।