ବିଷୁବ ମିଳନ ଓ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଅ ।ନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟେ ।ବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇଯାଇଛି । ବୈଠକରେ ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, କାଯର୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପସଭାପତି ରାମକୃଷ୍ଣ ପାତ୍ର ଓ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୁଶାନ୍ତ କର, ସଂଗଠନ ସମ୍ପାଦକ ବି. ସତ୍ୟମ ଅ ।ଚାରୀ, କେ ।ଷାଧ୍ୟକ୍ଷା ମଞ୍ଜୁ ରଥ ପ୍ରମୁଖ ଉପସ୍ଥିତ ରହି ଅ ।ଲେ ।ଚନାରେ ଅଂଶଗ୍ରହଣ କରି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାବେଶକୁ ସଫଳ କରିବା ପାଇଁ ଅ ।ହ୍ୱାନ ଦେଇଥିଲେ । ଏହି କାଯର୍ୟକ୍ରମକୁ ସଫଳ କରିବା ପାଇଁ ସମାଜସେବୀ କରମ୍ଭା-କମାଣ୍ଡେ ।ର ସଭାପତି ରାମକୃଷ୍ଣ ପାତ୍ରଙ୍କୁ ସ୍ୱାଗତ ସମିତିର ଅଧ୍ୟକ୍ଷ ଭାବେ ମନେ ।ନୀତ କରାଗଲା । ଉତ୍ସବରେ ୫ ଜଣ ପ୍ରତିଭାଧର ସାହିତ୍ୟିକଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହେ ।ଇଥିଲା । ଚଳିତ ବର୍ଷ ଠାରୁ ସାହିତ୍ୟିକ ଓ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ସ୍ୱର୍ଗତ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବେ ।ଲି ପତ୍ନୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଘେ ।ଷଣା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ମହାରଣା, ବନେ ।ଜ କୁମାର ପାଣିଗ୍ରାହୀ ପ୍ରମୁଖ ଯେ ।ଗଦେଇ ଅ ।ଲେ ।ଚନାରେ ଭାଗ ନେଇଥିଲେ । ଉତ୍ସବରେ ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିରୀକୃତ ହେ ।ଇଛି ।


