ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଗଜପତି, (ଯୁଗାବ୍ଦ ନ୍ୟୁଜ୍‌):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିଙ୍କୁଳିପଦର ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ବିଶ୍ଵନାଥ ଭୂୟାଁ.ସରପଞ୍ଚ ସମିତି ସଭ୍ୟା ଏ ବିଓ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଶିଙ୍କୁଳିପଦର ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ସୁନନ୍ଦା ମହାରଣା ଏଇ ବିଜ୍ଞାନ ମେଳାରେ ମୋହନା ବ୍ଲକ ର ୭୦ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରେ ଯେଉଁ ମାନେ ଚୟନ ହେବେ ସେହି ବିଦ୍ୟାର୍ଥୀ ମାନେ ଜିଲ୍ଲା ସ୍ତରୀୟ ବି ।ନ ମେଳରେ ଭାଗ ନେବେ ବୋଲି ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ