ଭାଇକୁ କୁଢ଼ିରେ ହାଣି ଜେଲ ଗଲା ଭାଇ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଶ୍ରୀଚନ୍ଦନପୁର ଗ୍ରାମରେ ଭାଇକୁ କୁଢିରେ ହାଣି ଭାଇ ଜେଲ ଯାଇଥିବା ଜଣାପଡ଼ିଛି।ଏନେଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ପୋଲିସ ୩୮୫/୨୩ ମାମଲା ରୁଜୁ କରିଛି ଗୁରୁତଙ୍କୁ ବଡ଼ ମେଡିକାଲ ପଠାଇଥିବା ଜଣାପଡିଛି।।ଖବର ପ୍ରକାରେ ଶ୍ରୀଚନ୍ଦନପୂର୍ ଗ୍ରାମର ଦାଦା ବଡବାପା ଙ୍କ ଦୁଇ ପୁତ୍ର ରଂଜନ।ଗୌଡ଼ ଭାସ୍କର ଗୌଡ଼ ମଧ୍ୟରେ ଝଗଡା ହୋଇଥିଲା। ଭାସ୍କର ଗୌଡ଼ କୁ ରଂଜନ ଗୌଡ଼ ଏକ କୁଢି ରେ ମୁଣ୍ଡକୁ ଜାଣିଥିଲା।ଯାହାଫଳରେ ଭାସ୍କର ଗୌଡ଼ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ତଦନ୍ତ କାରୀ ଅଫିସର ଟୁନା ପିଡ଼ିକା। ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ