ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ପକ୍ଷରୁ ସ୍ୱାଧୀନତାର ଅମୃତ ମହେ।ତ୍ସବ ଶୀର୍ଷକ ଅ।ଲେ।ଚନାଚକ୍ର
ବ୍ରହ୍ମପୁର, (ୱାଇଏନ୍ଏସ୍): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ଅଧିନସ୍ଥ କ୍ଷେତ୍ର ପ୍ରଚାର କାର୍ଯ୍ୟଳୟ ବ୍ରହ୍ମପୁର ତରଫରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ “ଅ।ଜାଦୀକା ଅମୃତ ମହେ।ତ୍ସବ’ ପାଳନ ଶୀର୍ଷକ ଏକ ୱେବିନାର ଅ।ଧାରିତ ଅ।ଲେ।ଚନାଚକ୍ର ଅନୁଷ୍ଠିତ ହେ।ଇଯାଇଛି । ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଅ ।ଞ୍ଚଳିକ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟଳୟ ଓ ପ୍ରେସ୍ ସୂଚନା କାଯର୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇଥିବା ବେଳେ ଏଥିରେ ଭୁବନେଶ୍ୱରସ୍ଥିତ ଅ ।ଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯେ ।ଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ଷେତ୍ର ପ୍ରଚାର ଅଧିକାରୀ ମନମେ।ହନ ପାଢ଼ୀ ସଂଚାଳନ କରି ଅ।ଜାଦୀର ୭୫ ବର୍ଷ ପୂର୍ତ୍ତିରେ ଦେଶର ସାମଗ୍ରୀକ ବିକାଶ ଏବଂ ଅ।ଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ୱେବିନାରରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଯେ।ଗଦେଇ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅ ।ହୁରି ସୁଦୃଢ଼ କରିବା ସହିତ ଅ ।ର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଅ।ତ୍ମନିର୍ଭରଶୀଳତା ଅ।ଣିବା ପାଇଁ ଗୁରୁତ୍ୱାରେ।ପ କରିଥିବା ବେଳେ ଅନ୍ୟତମ ଅ।ଲେ।ଚକ ବ୍ରହ୍ମପୁର ଅ।କାଶବାଣୀର ପୂର୍ବତନ କାଯର୍ୟାଳୟ ମୁଖ୍ୟ ହୃଷିକେଶ ପାଣିଗ୍ରାହୀ ଭାରତର ସାଂସ୍କୃତିକ ବିପ୍ଲବକୁ ଅ ।ହୁରି ତ୍ୱରାନ୍ୱିତ କରିବା ପାଇଁ ଜେ ।ର ଦେଇଥିଲେ । ଉକ୍ତ କାଯର୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଦେଶଠୁ ଅ।ମେ କଣ ପାଇଛେ ଓ ଅ।ଗକୁ ଦେଶପ୍ରତି ଅ ।ମର କଣ ଅବଦାନ ରହିବ ସେ ଉପରେ ଗୁରୁତ୍ୱାରେ।ପ କରିଥିଲେ । ଏହି କାଯର୍ୟକ୍ରମରେ ଅନ୍ୟତମ ପ୍ରତିଭାଗି ହିସାବରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଦେଶ ୭୫ ବର୍ଷରେ ଢ଼େର ଅଗ୍ରଗତି କରିଥିଲେ ମଧ୍ୟ ସାଧାରଣ ଗରିବ ଲେ।କଙ୍କ ପାଇଁ ଅନ୍ୟ ଏକ ସ୍ୱାଧୀନତା ସଂଗ୍ରାମର ଅ।ବଶ୍ୟକତା ରହିଛି ବେ।ଲି କହିଥିଲେ । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଅନୁଯାୟୀ ନିଜେ ସ୍ୱାବଲମ୍ବୀ ହେ।ଇ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନହେ ।ଇ ଅ।ତ୍ମନିର୍ଭରଶୀଳ ହେବାକୁ ଶ୍ରୀ ରଥ ଅ।ହ୍ୱାନ ଦେଇଥିଲେ । କରେ।ନା ମହାମାରୀକୁ ରେ।କିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦ୍୍ୱାରା ଅ।ହ୍ୱାନ ଦିଅ ।ଯାଇଥିବା ଅ ।ତ୍ମନିର୍ଭର ଭାରତ ନମୂନା ସ୍ୱରୂପ ଭାରତର ଚିକିତ୍ସା ବିଜ୍ଞାନୀ ଦ୍ୱାରା ଟୀକା ପ୍ରସ୍ତୁତ ହେ।ଇଥିବା ବେଳେ ସଦ୍ୟ ସମାପ୍ତ ଟେ।କିଓ ଅଲମ୍ପିକ୍ସ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ବିଭିନ୍ନ ବର୍ଗରେ ପୁରସ୍କୃତ ହେ।ଇ ଅ।ନ୍ତର୍ଜାତିକ କ୍ରୀକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଅ ।ତ୍ମନିର୍ଭର ଭାରତର ଜ୍ୱଳନ୍ତ ଉଦାହରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସମସ୍ତ ଜନସାଧାରଣଙ୍କୁ ଅ ।ଜାଦି ମହେ।ତ୍ସବରେ ସାମିଲ ହେବାକୁ ଅ ।ହ୍ୱାନ ଦିଅ ।ଯାଇଥିଲା ।


