ବାଲେଶ୍ଵର ମିଥ୍ୟା ସତ୍ୟପାଠ ବିଜେପିର ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମାମଲା ରୁଜୁ 04/07/201904/07/2019 admin 0 Comments ମିଥ୍ୟା ସତ୍ୟପାଠ ବିଜେପିର ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମାମଲା ରୁଜୁ ବାଲେଶ୍ୱର: ରେମଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ମିଥ୍ୟା ସତ୍ୟପାଠ ପାଇ ବିଜେପିର ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କେସ୍ ନଂ-ଇ.ଏଲ.ଟି.ଇ.ଟି./୦୭/୨୦୧୯ ମୂଳେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । Spread the love