ମୁଥୁଟ୍ ଫାଈନାନସ ତରଫରୁ ଗରିବଙ୍କୁ ଖାଦ୍ୟ ସାମଗ୍ରି ବଣ୍ଟନ

ଜୟପୁର:ଜୟପୁର ମୁଥୁଟ୍ ଫାଈନାନସ ତରଫରୁ ମାଗାଣାରେ ଖାଦ୍ୟ ସାମଗ୍ରି ବଣ୍ଟନ କାର୍ଯର୍କମ ଅନୁଷ୍ଠିତ ହୋଈଛି ।କୋଭିଡ୍‌-୧୯ ଲକ୍ ଡାଉନ୍ ରେ ପ୍ରଭାବିତ ଗରିବ,ଖଟିଖିଆ,ଶ୍ରମଜୀବୀ,ଏବଂ ଦିନ ମଜୁରିଆଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନକରିଛନ୍ତି । ଉପ ଜିଲ୍ଲାପଳ ଲୋକନାଥ ଦଳ ବେହେରା ଙ୍କ ଉତ୍ସାହ କ୍ରମେ ସେ ମାନଙ୍କୁ ଚାଉଳ,ଡାଲି,ଚିନି,ସର୍ଫ ପାଉଡର,ବିସ୍କୁଟ,ଚାପତି,ପେଷ୍ଟ,ବ୍ରସ,ମାସ୍କ,ସାବୁନ୍‌,ତେଲ ଆଦିବଣ୍ଟନ କରାଯାଈଅଛି । ଜୟପୁର ଗଙ୍ଗାନଗର ସ୍ଥିତ ଗଙ୍ଗା ମାଁ ମନ୍ଦିର ପରିସରରେ
ଆୟୋଜିତ କାର୍ଯକ୍ରମରେ ମୁଥୁଟ୍ ଗ୍ରୁପ୍ ଜୟପୁର ଶାଖା ପରିଚାଳକ ସୁରେଶ ଚନ୍ଦ୍ରପାଣିଗ୍ରାହି ଏବଂ ସହକର୍ମି ମାନଙ୍କ ଦ୍ୱାରା ଆୟୋଜିତ କରାଯାଈଥିଲା ।ଉକ୍ତ ରିଲିଫ୍‌
କ୍ୟାମ୍ପରେ ମୁଥୁଟ୍ ଫାଈନାସ କମ୍ପାନି କୋରାପୁଟ ଶାଖା ପରିଚାଳକ ଭବାନି ପ୍ରସାଦରଥ  ଯୋଗ  କରିଥିଲେ । ଗରିବ ଗୁରୁବା ଖାଦ୍ୟ ସାମଗ୍ରି ଗ୍ରହଣ  କରି
ଖୁସି ପ୍ରକଟ କରିଥିବା ବେଳେ ଏପରି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯଈ ଅଛି ।କୋଭିଡ ୧୯ ଯୋଗୁଁ ଦିନ ଜମୁରିଆ,ଖଟିଖିଆ ଙ୍କ ସଙ୍କଟ ପନ୍ନ
ଅବସ୍ଥାରେ ମଥୁଟ୍ ଫାଈନାସ ସର୍ବ ଭାରତୀୟ ସ୍ଥରରେ ଏପରି ମହତ କାର୍ଯ କରି ଆସୁଛିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ