୧୬୫ ଲିଟର ହାତରନ୍ଧା ମହୁଲି ମଦ ଜବତ
ଆସିକା:ଗଂଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ କ୍ରମେ ଏବଂ ଗଂଜାମ ଜିଲ୍ଲା ଅବକାରୀ ଅଧିକାରୀ ଅଧ୍ୟକ ଶ୍ରୀଯୁକ୍ତ ଅଭିରାମ ବେହରା ଏବଂ ଆସିକା ତହସିଲ ଦାର ଶ୍ରୀଯୁକ୍ତ ସଦାନନ୍ଦ ସେଠୀ ଏବଂ ଆସିକା ଅବକାରୀ ଓ.ଆଇ.ସି ଶ୍ରୀ ବଳରାମ ସାହୁ,ଆସିକା ଥାନା ଷ୍ଟାପ ଙ୍କ ଟି.ଲ.ମ.ଡି.ସ ଆସିକା ଅବାକରି ଚଢାଉରେ ବାଲିସିରା ଗ୍ରାମର ହରିଜନ ସାହିରେ ୩୮୦୦ ଲିଟର
ଗୁଡ ମିଶ୍ରିତ ମହୁଲ ପୋଚ,୧୬୫ ଲିଟର ହାତରନ୍ଧା ମହୁଲି ମଦ ଏବଂ ୮ ଲିଟର ଦ୍ୱାରା ଭାଟି ମହୁଲି ମଦ ଜବତ କରାଯାଈ ଜଣେ ଆସାମି ଡି.ରମେଶ କୁ ଗିରଫ କରି କୋର୍ଟ ଚାଲାଣ କରାଗଲା । ଏହି ଚଢାଡରେ ଅବକାରି ସହକାରୀ ଉପ ନିିରିକ୍ଷକ ଶ୍ରୀ ଜଳନ୍ଧର କାର୍ଜି,ସିପାହି ରାମେଶ୍ୱ ବେହେରା,ଅମିତ କୁମାର ଗମାଙ୍ଗ, ଶିବରାମ ନାୟକ,ସନ୍ତୋଷ କୁମାର ପ୍ରଧାନ ଏବଂ ଦିଲ୍ଲିପ କୁମାର ସାମନ୍ତ ପ୍ରମୁଖ ଅଶଂ ଗ୍ରହଣ କରିଥିଲେ


