ମୋହନା ଅଞ୍ଚଳରେ ନକଲି ଡ଼ାକ୍ତର ଙ୍କ ପାଦ୍ରୀଭାବ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଦୃଗମ ଆଦିବାସୀ ଅଞ୍ଚଳ ଏଠି ଲୋକେ କୁଲି ମଜୁରୀ କରି ପେଟ ପୋଷୁଛନ୍ତି ହେଲେ ମେଡିକେଲ ସୁବିଧାରୁ ବଞ୍ଚିତ ଅଛନ୍ତି ଅଞ୍ଚଳରେ କିଛି ବର୍ଷହେଲେ ନକଲି ଡ଼ାକ୍ତର ଙ୍କ ପାଦ୍ରୀଭାଵ ବଢ଼ିବାରେ ଲାଗିଛି ଏମାନେ ବାହାର ରାଜ୍ୟରୁ ଆସି ଅଞ୍ଚଳରେ ଘର ଭଡ଼ା ନେଇ ତ କିଛି ଜଣ ଘର କିଣିଛନ୍ତି ଏପରିକି ଏଇ ନକଲି ଡ଼ାକ୍ତର ମାନେ ବିଭିନ ସମୟରେ ବେଆୟନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକ ଙ୍କୁ ମଧ୍ୟ୍ୟ ଚିିକିତ୍ସା କରୁଛନ୍ତି ପୋଲିସି ର ଅଜାଣତରେ ପୋଲିସି କୁ ମଧ୍ୟ୍ୟ ନ ଜଣାଇ ମୋଟା ଅଙ୍କରେ ଅର୍ଥ ନେଇ ତାଙ୍କୁ ଚିିକିତ୍ସା କରିଥାନ୍ତି ଅନ୍ୟପଟେ ଗରିବ ଲୋକଙ୍କୁ ଭଲ କରିବା ନାରେ କୋଟି କୋଟି ଟଙ୍କା ଲୁଟିବାରେ ଲାଗିଛନ୍ତି, ଗର୍ବପାତକରିବା,ଯେଉଁ ରୋଗ କୁ କଟକ, ଭୁବନେଶ୍ୱର,ସରକାରୀ ଡାକ୍ତର ମାନେ ଫେରାଇ ଦିୟନ୍ତି ସେ ରୋଗୀ ମାନଙ୍କୁ ଭଲ କରିବା ନାରେ ଟଙ୍କା ଲୁଟି ଚାଲନ୍ତି ଶେଷରେ ସେ ରୋଗୀ ମୃତ ବରଣ କରିଲେ ସରକାରୀ ମେଡିକେଲ କୁ ପଠାଇ ଦିଅନ୍ତି କିଛି ଦିନ ତଳେ ଜଣେ ନକଲି ଡ଼ାକ୍ତର ଜଣେ ରୋଗୀ କୁ କୋଣସି ଭି ପରୀକ୍ଷ ନ କରି ତାଙ୍କୁ ଗୁଜବ କରାଇ ଟଙ୍କା ଲୁଟିବାରେ ବସିଛନ୍ତି ପ୍ରକାଶ ଥାଉକି ଦୃଗମ ଅଞ୍ଚଳରେ ସରକାରୀ ଡାକ୍ତରଖାନା ନଥିବା ଯୋଗୁ ଲୋକେ ନକଲି ଡାକ୍ତର ର ଶିକାର ହେଛନ୍ତି କିନ୍ତୁ ପ୍ରଶାସନ ଏଥି ପ୍ରତି ଜାଣି ଶୁଣି ନିରବ ପାଲଟିଛି ଓ ଏମାନଙ୍କୁ ତୁରନ୍ତ ତଦନ୍ତ କରି ଦୃଡ କାର୍ଯ୍ୟ ଗ୍ରହଣ କରାଯାଉ ବୋଲି ଅଞ୍ଚଳ ବାସୀ କହିଛନ୍ତି


