ଯୁବ କାଉଡିଅଙ୍କ ପଦଯାତ୍ରା ଓ ଜଳାଭିଷେକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ଥାନୀୟ ସନ୍ଥପୁରା ଗୋବରୀ ନଦୀ ଘାଟରୁ ଜଳ ନେଇ ସେହି ଗ୍ରାମର ୩୫ଜଣ ଯୁବ କାଉଡିଆ ଚଣ୍ଡିଖୋଲସ୍ଥିତ ମହାବିନାୟଚୁ ପଦଯାତ୍ରାରେ ଯାଇଥିଲେ । ସେଠାରେ ସେହି ଯୁବ କାଉଡିଆମାନେ ମହାବିନାୟକଙ୍କୁ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରି ଫେରିଆସିଛନ୍ତି । ଏହି କାର୍ଯ୍ୟରେ ସନ୍ଥପୁରା ଗ୍ରାମବାସୀମାନେ ସେମାନଙ୍କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ