ରିଲିଜ ଅପେକ୍ଷାରେ ନୋଟବୁକ୍

ନବାଗତ ଅଭିନେତା ଜାହିର ଇକୱାଲ ଓ ନବାଗତା ପ୍ରନୂତନଙ୍କ ଅଭିନୀତ ଫିଲ୍ମ ନୋଟବୁକ୍ ଶୁକ୍ରବାର ରିଲିଜ ହେବ। ଗୀତ ଓ ଟ୍ରେଲର ଦର୍ଶକଙ୍କ ମନ ଜିତିବା ପରେ ଏବେ ଫିଲ୍ମର ରିଲିଜ ଉପରେ ସମସ୍ତଙ୍କ ନଜର ରହିଛି। ଏକ ଭିନ୍ନ ଧରଣରୁ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।ଫିଲ୍ମରେ ଜାହିର ଗୋଟଏ ଭୂମିକାରେ ନୁହେଁ ବରଂ ଦୁଇଟି ଭୂମିକାରେ ଅଭିନୟ କରିଛନ୍ତି।ଫିଲ୍ମରେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିବା ସହ ଜାହିର ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିଛନ୍ତି।
ଫିଲ୍ମରେ ଜାହିରଙ୍କ ନାମ କବୀର ଭୂମିକାରେ ରହିଥିଲାବେଳେ ବେଳେ ପ୍ରନୂତନଙ୍କ ନାମ ଫିରଦୋସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ