ରୈାପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବେଗୁନିଆପଡା,(ଯୁଗାବ୍ଦ ନ୍ୟୁଜ୍‌): କୋଦଳା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୈାପ୍ୟ ଜୟନ୍ତି ପାଳନ ନିମନ୍ତେ ଶନିବାର ପ୍ରଧାନଶିକ୍ଷକ ବ୍ରଜଗୋପାଳ ପ୍ରଧାନଙ୍କ ସଭାପତି ଓ ବିଦ୍ୟାଳୟ ପରିଚାଳନା କମିଟି ସିମାଞ୍ଚଳ ନାୟକଙ୍କ ଅଧକ୍ଷତାରେ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ପୁରାତନ ବିଦ୍ୟାର୍ଥୀ ଯୋଗ ଦେବା ସହ ରୁପରେଖ ଉପରେ ଆଲୋଚନା କରିଥିଲେ ।ପୁଣି ଥରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ଛାତ୍ର ସଂଘର ଗଠନ ଓ ଆଗାମୀ ୨୨ ତାରିଖରେ ପୁଣି ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ୍ ଦେବା ନିମନ୍ତେ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ