ଶୁଭଜ୍ୟୋତି ଦିବ୍ୟାଙ୍ଗସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ହାଟଡ଼ିହି,(ଯୁଗାବ୍ଦ ନ୍ରୁ୍ୟଜ୍) : ଶୁଭଜ୍ୟୋତି ଦିବ୍ୟାଙ୍ଗ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗ ମାନଙ୍କୁ ବସଯାତ୍ରାରେ ରିହାତି, ସରକାରୀ ଚାକିରି, ଆବାସ ଯୋଜନାରେ ସାମିଲ କରିବା ସହିତ ଲାଟିନି, ଦିବ୍ୟାଙ୍ଗ ଉପକରଣ ପ୍ରଦାନ ଓ ବର୍ଷରେ ଦୁଇଥର ଭିନ୍ନକ୍ଷମ ଶିବିର କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।