ସମୁଦ୍ରମୁହାଁ ମତ୍ସ୍ୟଜୀବୀ : ଉଠିଲା କଟକଣା

ପାରାଦୀପ, (ପିତବାସ ପ୍ରଧାନ) :-ପାରାଦୀପ ବନ୍ଦରରେ ଗତ ଦୁଇ ମାସ ଧରି ମାଛଧରା କଟକଣା ଲାଗିରହିଥିବା ବେଳେ ତାହାକୁ ଆଜି ଉଠାଇ ଦିଆଯାଇଛି । କଟକଣା ହଟିଥିବା ବେଳେ ଆଜିଠୁ ସମୁଦ୍ରକୁ ଯିବାକୁ ବାହାରିଛନ୍ତି ମତ୍ସ୍ୟଜୀବୀ । ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଛଛନ୍ତି । ସମୁଦ୍ରକୁ ଯିବା ପୂର୍ବରୁ ମତ୍ସ୍ୟଜୀବୀ ମାନେ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । କଟକଣା ଉଠିଥିବାର ମତ୍ସ୍ୟଜୀବୀ ଓ ବୋଟ ମାଲିକ ମାନେ ବେଶ୍ ଖୁସିଅଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ