ସର୍ପାଘାତରେ ଶିଶୁପତ୍ରର ମୃତ୍ୟୁ

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ସମଣା ପଞ୍ଚାୟତର ମରୁଆ ଗ୍ରାମରେ ସର୍ପାଘାତରେ ଗୋଟିଏ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ଶରତ ଜେନା ଓ ତାଙ୍କ ପତ୍ନୀ ଏକ ବର୍ଷର ଶିଶୁପତ୍ରକୁ ଧରି ଘରେ ଶୋଇଥିବାବେଳେ ରାତିରେ ଚିତିସାପ କାମୁଡି ଦେଇଥିଲା । ପରିବାର ଲୋକେ ଆଜି ସକାଳେ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ