ସାପ କାମୁଡାରେ ମହିଳା ମୃତ

ବୈାଦ୍ଧ , ( ଯୁଗାବ୍ଦ ନ୍ୟୁଜ୍) : ବୈାଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଛତରଙ୍ଗ ଗ୍ରାମର ସୁଷମାଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷଧର ସାପ କାମୁଡ ିଦେଇଥିବା ସ୍ୱାମୀକୁ କହିଥିଲେ । ଏହା ପରେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ୁପରିବାର ଲୋକ ନିକଟସ୍ଥ ବୈାଦ୍ଧ ହସପିଟାଲରେ ଭର୍ତ୍ତିକରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ