ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ – ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ନୁତନ ଯୋଜନାରେ ସଫଳତା ମିଳିବ ।
ବୃଷ – ଅଶୁଭଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।
ମିଥୁନ – ଚନ୍ଦ୍ରଙ୍କ ଶୁଭ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ଯାନବାହାନ କିଣିବାର ସମ୍ଭାବନା ରହିଛି, କର୍ମକ୍ଷେତ୍ରରେ ସମସ୍ତ କ୍ଷେତ୍ରରୁ ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।
କର୍କଟ- ଶୁଭଚନ୍ଦ୍ର ଚଳନ ହେତୁ ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବ ।
ସିହଂ – ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଫଳରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । କୌଣସି ସାମାଜସେବା ଯୋଜନାରେ ସଫଳ ହେବେ ।
କନ୍ୟା – ଅଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ ।
ତୁଳା – ଶୁଭ ଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ପାଇବେ, ସହଯୋଗି ମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବା ରେ ମନନିବେଷ କରିବେ, କୌଣସି ଧର୍ମଅନୁଷ୍ଠାନରେ ସମୟ କାଟିବେ, ରାଜନୈତିକ କ୍ଷେତ୍ରରେ ଉଚସ୍ତରିୟ ଲୋକଙ୍କ ସହ ସମ୍ପର୍କ ବଢିବ ।
ବିଛା – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ, କ୍ୟାରଅର ଗଢିବାର ଭଲ ଅବସର ପାଇବେ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ସାଂସାରିକ ଜୀବନ ସୁଖରେ କଟିବ । ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।
ଧନୁ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ଅଧସ୍ତନ କର୍ମଚାରିମାନେ ପୂଣ୍ଣ ସହଯୋଗ କରିବେ, ସମାଜରେ ମାନ ସମ୍ମାନ ମିଳିବ ।
ମକର- ଅଶୁଭଚନ୍ଦ୍ର ପ୍ରଭାବରେ ଆଜି ସହଯୋଗର ଆଶା ଆଶାରେ ହିଁ ରହିଯିବ, ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ, କୌଣସି ସାମାଜସେବା କ୍ଷେତ୍ରରେ ହାତ ବଢାଇଲେ କିଛିମାତ୍ରାରେ ସଫଳ ହେବେ ।
କୁମ୍ଭ – ଶୁଭଚନ୍ଦ୍ର ଚଳନ ହେତୁ ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବ ।
ମୀନ – ଶୁଭଚନ୍ଦ୍ରଙ୍କ ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ଗର୍ଗ ଜ୍ୟୋତିଷଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ.କମ, ଏମ.ବି.ଏ)୯୪୩୮୩୮୯୦୩୯
gargajyotish@gmail.com


