ସୂର୍ଯ୍ୟ ଅସ୍ତ ପରେ ଏ ସବୁ ଦେବା ମନା

ସାହାଯ୍ୟ କରିବାର କୌଣସି ସମୟ ନଥାଏ । ଯଦି ଆମ ଆଖପାଖ ଲୋକ କିମ୍ବା ପଡୋଶୀ କିଛି ସାମଗ୍ରୀ ମାଗନ୍ତି ତେବେ ଆମେ ତାଙ୍କୁ ବିନା ଦ୍ୱନ୍ଦ୍ୱରେ ଦେଇଥାଉ । ଘରକରଣା ସାମଗ୍ରୀ ହେଉ ଅବା ଖାଦ୍ୟପେୟ । ବେଳେବେଳେ ପଡୋଶୀମାନେ ଆମକୁ କିଛି ସାମଗ୍ରୀ ମାଗନ୍ତି । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଦେବାନେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । କାରଣ ଏହାର କିଛି ନିୟମ ରହିଛି । ସୂର୍ଯ୍ୟ ଅସ୍ତ ପରେ କ୍ଷୀର, ହଳଦି ଏବଂ ଝାଡୁ କାହାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ