ସ୍ପଷ୍ଟ ମତ ରଖନ୍ତୁ ….

ସ୍ପଷ୍ଟ ମତ ରଖନ୍ତୁ : କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହ ମତାନ୍ତର ହେବା ସ୍ୱାଭାବିକ । କାରଣ ଦୁଇଟି ମଣିଷ ଯେତେବେଳେ ମତ ବି ଦୁଇ ପ୍ରକାର ହେବା ସ୍ୱାଭାବିକ । ସବୁବେଳେ ଦୁହିଁଙ୍କ ମତ ସମାନ ରହିବ, ଏହାର କିଛି ମାନେ ନଥାଏ । ଯଦି କୌଣସି କଥାକୁ ନେଇ ସାଥୀଙ୍କ ସହ ମତାନ୍ତର ହେଉଛି ତେବେ ନିଜ ମତ ସ୍ପଷ୍ଟ କରନ୍ତୁ । ଖୋଲାଖୋଲି ଭାବେ ନିଜର ଭାବନା ସାଥୀଙ୍କ ସହ ଆଗରେ ପ୍ରକାଶ କରନ୍ତୁ ଓ ବିବାଦର ଅନ୍ତ ସେହି ସମୟରେ ହିଁ କରନ୍ତୁ । ନିଜ ଭାବନାକୁ ମନରେ ଚାପି ରଖିବା ଦ୍ୱାରା ଏହା କେବଳ ଆପଣଙ୍କୁ କ୍ଷତି ପହଞ୍ଚାଇବ ନାହିଁ, ଆପଣଙ୍କ ଦାମ୍ପତ୍ୟ ଜୀବନକୁ ଛାରଖାର ମଧ୍ୟ କରିଦେବ । ତେଣୁ ସବୁବେଳେ ମତ ସ୍ପଷ୍ଟ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ