ଓଡ଼ିଶା ଆଡ୍ଭୋକେଟ୍ ୱେଲଫାୟାର ଫଣ୍ଡ୍ ଟ୍ରଷ୍ଟ ସଭ୍ୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଆଡ୍ଭୋକେଟ୍ ୱେଲଫାୟାର ଫଣ୍ଡ୍ ଟ୍ରଷ୍ଟ ସଭ୍ୟ ଭାବେ ଓଡ଼ିଶା ଭିଜ୍ଲାନ୍ସ ବିଭାଗର ସ୍ୱତନ୍ତ୍ର ପିପି ତଥା ବରିଷ୍ଠ ଆଇନଜୀବୀ ପ୍ରବୀର ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଫୋରମର ଆବାହକ ଆଇନଜୀବୀ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସରୋଜ କୁମାର ସାହୁ, ଗଦାଧର ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ