୫୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ

ନିମାପଡ଼ା, (ସନ୍ତୋଷ ଦାଶ):ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଛ ଶାସନରେ ଅନୁପ୍ରାଣିତ ହୋଇ ନିମାପଡ଼ା ବିଧାୟକ ସମୀର ଦାଶ ଙ୍କ ଉପରେ ଅସ୍ଥା ପ୍ରକଟ କରି ନିମାପଡା ବ୍ଲକ ଭୋଗଶାଳଦl ପଞ୍ଚାୟତ ର ରାଜୁ ଭୋଇ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ଅଜୟ ଭୋଇ,ନାରଣ ଭୋଇ,ମୁକେଶ ଭୋଇ,ମିଲୁ କୁମାର ଭୋଇ,ରାଜେଶ ଭୋଇ,ସଞ୍ଜୟ ଭୋଇ,ବଟୁଆ ପଣ୍ଡା,ବାଲୁଙ୍କେଶ୍ଵର ଭୋଇ,ସୋମ୍ୟ ରଞ୍ଜନ ଭୋଇ, ଦୀପକ ଭୋଇ ,ରାକେଶ ଭୋଇ ପ୍ରମୁଖଙ୍କ ନେତୃତ୍ୱ ରେ ୫୦ ଉର୍ଦ୍ଧ ବିଜେପି କର୍ମୀ ଓ ତାଙ୍କ ପରିବାର ବିଧାୟକ ଙ୍କ ଉପସ୍ଥିତି ରେ ବିଜେଡି ରେ ସାମିଲ ହୋଇଛନ୍ତି। ବିଧାୟକ ସମସ୍ତ ଙ୍କୁ ସ୍ଵାଗତ କରିବା ସହିତ ଭୋଗ ସାଳଦା ପଞ୍ଚାୟତ ରେ ଦଳ ଅଧିକ ମଜଭୁତ ହୋଇପାରିଲା ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ