ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ କଣ୍ଡରା ସାହିରେ ସେଠିକାର ଶିଶୁ ମାନଙ୍କୁ ନେଇ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମାନଙ୍କ ସହିତ ଶିକ୍ଷକ କିଶୋର ଦାସ ଏବଂ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ମିଶି ସେଠିକାର ଦୃଷ୍ଟିହୀନ ଦିବ୍ୟାଙ୍ଗ ଦୁର୍ଯ୍ୟଧନ ମଣ୍ଡଳଙ୍କୁ ଫୁଲତୋଡ଼ା ଦେଇ ତାଙ୍କ ପାଖରେ ଥିବା ପ୍ରତିଭା ଗୁଡ଼ିକୁ ସମ୍ମାନ ଜଣାଇ ସମସ୍ତେ ‘ଜୟ ଜୟ ଶ୍ରୀରାଧେ’ ନାମ ବହୁବାର ଉଚ୍ଚାରଣ କରି ଉତ୍ସାହିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ