ଟ୍ରିପର ଚାପାରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ଟ୍ରିପର ଚାପାରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି. ମୃତ ବ୍ୟକ୍ତି ଜଣଙ୍କ ହେଲେ କୁଡୁଡା ଗ୍ରାମର ସାଧା ରାଜୁ ବୋଲି ଜାଣିବାକୁ ମିଳିଛି. ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.ଲୋକଙ୍କ କହିବା ଅନୁଯାୟୀ ସେ ଟ୍ରିପର ତଳେ ଶୋଇଥ‌ିବା ବେଳେ ଏହି ଦୁର୍ଘଟଣାଟି ଘଟି ଥାଇପାରେ. ପୋଲିସର ତଦନ୍ତ ଜାରି ରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ