ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ୱେତପତ୍ର ପ୍ରକାଶ ପାଇଁ ପାରଳା ବିଧାୟକଙ୍କ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ବିଧାୟକ କେ. ନାରାୟଣ ରାଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେଉଁ ବ୍ୟାପକ ଅର୍ଥ ବ୍ୟୟ କରାଯାଇଛି ତାହାର ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଦାବି ଜଣାଇଛନ୍ତି. କେନ୍ଦ୍ରର ମୋଦି ସରକାରଙ୍କ ରାମ ମନ୍ଦିର ପ୍ରତିଷ୍ଠାକୁ ପ୍ରତିଯୋଗିତା କରି ରାଜ୍ୟ ସରକାର ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିଛନ୍ତି। ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ଲାଗି ଟି ଟଙ୍କା ଆଦାୟ ୩ ହଜାର ୫୦୦ କୋଟି ହୋଇଥିଲା ବେଳେ ମନ୍ଦିର ନିର୍ମାଣରେ ୧୮ଶହ କୋଟି ନାଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ପୁରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦକୁ ୪୨୦୦ କୋଟି ଟଙ୍କା ଖର୍ଚ ହୋଇଥିବା ରାଜ୍ୟ ସରକାର ଦେଖାଇଛନ୍ତି। ଛି। ପୁରୀରେ କୌଣସି ମନ୍ଦିର ନିର୍ମାଣ ହୋ ହୋଇନାହିଁ, କେବଳ ଶ୍ରୀମନ୍ଦିରଚାରିପଟେ ରାସ୍ତା ନିର୍ମାଣ ସେଥ୍‌ରେ· ନିର୍ମାଣ ହୋଇଛି । ଏତେ ଟଙ୍କା ଖର୍ଚ ହେଲା କିପିରି ଉଦଘା ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ପରିକ୍ରମା ପ୍ରକଳ୍ପ ଘାଟନର ପ୍ରଚାର ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ଲୋକଙ୍କ ଅର୍ଥକୁ ଅପବ୍ୟବହାର କରିବାକୁ କଦାପି ବରଦାସ୍ତ କରାଯିବ ନାହିଁ I ତେଣୁ ରାଜ୍ୟ ସରକାର ଏକ ଶ୍ଵେତପତ୍ର ଜାରି କରନ୍ତୁ । ନଚେତ ଆଗାମୀ ଦିନରେ ଭାଜପା ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବ ବୋଲି ବିଧାୟକ ୟକ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ