ନବୀନ ଓଡିଶା କାଯ୍ୟକ୍ରମରେ ଆଦିବାସୀ ଗୀତରେ ନାଚିଲେ ବ୍ଲକ୍ ଅଧ୍ଯକ୍ଷା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ତାଳମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ଯମରେ ପଞ୍ଚାୟତସ୍ତରୀୟସଚେତନତା କାର୍ଯ୍ୟକ୍ରମରେ ଆଦିବାସୀ ଗୀତରେ ନାଚିଲେ ଅଧ୍ଯକ୍ଷା ସେହିପରି ବିଡିଓ ମୁଣ୍ଡା ଭାଷାରେ ଗୀତ ତ ଗାଇ ଲୋକଙ୍କୁ ଉତ୍ସାହିତ କରିଥିଲେ। ସରପଞ୍ଚ ପଦ୍ମାବତୀ ଭୂୟାଁଙ୍କ ଅଧ୍ଯକ୍ଷା ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିଥି ଭା ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଯେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥ୍‌ ଭାବେ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ Iଦ ପାଣି, ବିଡିଓ ସୁଧୀର କୁମାର ସିଂ, ମିଶନ ଶକ୍ତି ଡିପିଏମ୍ ଟିମାନ୍ ବାରା, ସମିତିସଭ୍ୟା ସରୋଜିନୀ ଶବର, ଭାରପ୍ରାପ୍ତ ଜିପିଓ ସେନାପତି ଶବର, ଉଦ୍ୟାନ ବିଭାଗ ବିଭାଗ ଅଧୂକାରୀ ପ୍ରଭାତ କୁମାର ପାତ୍ର, ମିଶନ ଶକ୍ତି ବିପିସି ଅମ୍ରିତ ପରିଚ୍ଛା ମଞ୍ଚାସୀନ ଥିଲେ। ସରକାରଙ୍କ ସମସ୍ତ ଯୋଜନା ଲୋକଲୋଚନକୁ ଆଣି ଲୋକଙ୍କ ପାଖରେ ପହଞ୍ଚାଇବା ପ ଏବଂ ଯେଉଁ ସବୁ କାର୍ଯ୍ୟଗୁଡ଼ିକ ୫-ଟି’ ଓ “ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲୁରହିଛି ସେହି କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥ୍ କରାଇଥିଲେ। ଏଥିରେ ବିଭିନ୍ନ ବିଭାଗର ବିଭାଗୀୟ ଅଧୂକାରୀ ଉପସ୍ଥିତ ।ସ୍ଥିତ ରହି ସରକାରଙ୍କ ପକ୍ଷରୁ ଯେଉଁ ସବୁ ଯୋଜନାରହିଛି ତାହାକୁ ବିଭାଗୀୟ ଅଧିକାରୀ ଲୋକଙ୍କୁ କୃଷି, ସଚେତନତା କରାଇଥିଲେ | ଏଥିରେ ସ୍ବାସ୍ଥ୍ୟ, ସମ୍ମନ୍ବିତ ଶିଶୁ ବିଭାଗ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଓ ଶିକ୍ଷା ବିଭାଗ ପକ୍ଷରୁ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ଏଥିରେ ପଞ୍ଚାୟତ ପ୍ରତିନିଧ୍, ସହାୟକ ଗୋଷ୍ଠୀ, ମିଶନ ଶକ୍ତି କ୍ତି ମହିଳା, ଅଙ୍ଗନବାଡ଼ି ଓ ଆଶାକର୍ମୀ । ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପିଇଓ ସନ୍ତୋଷ ପଟ୍ଟନାୟକ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ