ନବୀନ ଓଡିଶା କାର୍ଯ୍ୟକ୍ରମରେ ସଚେତନତା ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗୋସାଣି ବ୍ଲକ ଅନ୍ତ୍ରଗତ ମାଛୁମାରା ଗ୍ରାମରେ ପଞ୍ଚାୟତ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଇଂ ରୁପେଶ ପାଣିଗ୍ରାହୀ, ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ବିରରାଜୁ, ଜି. ଗଜପତି ରାଓ, ବି. ବାଲାରାଜୁ, ମାଛୁମାରା ଗ୍ରାମ ସରପଞ୍ଚ ତିରୁପତି ରାଓ ଓ ନେତା ମାନେ ଯୋଗ ଦେଇଥିଲେ। ଏହି ଶିବିର ରେ ଇଂ ରୁପେଶ ପାଣିଗ୍ରାହୀ ବ୍ୟାଙ୍କିଙ୍ଗ ଭିରିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଏବଂ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଆୟାଜନ କରାଯାଇଥିଲା