ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ ତରଫରୁ ସ୍ଥାନୀୟ ଥାନା ପରିସରରେ ୮୪ ତମ ଆମ ପୋଲିସ ସମିତି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକ କୁ ଥାନା ଅଧିକାରୀ କୁମର ମୁଦୁଲି ଉଦଘାଟନ କରିଥିଲେ। ଏସଆଇ କେଶବ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଆମ ପୋଲିସ ସମିତି ର ସଦସ୍ୟ ଙ୍କ ମଧ୍ୟରେ କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ରଘୁନାଥ ମାହାନ୍ତି, ସୁଶାନ୍ତ କୁମାର ମହାପାତ୍ର, ଜଗଦିଶ ପାଣିଗ୍ରାହୀ,ପି. ମୃତ୍ୟୁଞ୍ଜୟ ସୁବୁଦ୍ଧି, ବିଷ୍ନୁପ୍ରିୟା ସେନାପତି, ପି. ଗୀତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ