ସାବସ ଜିଲ୍ଲା ପରିଷଦ ଅଧ୍ଯକ୍ଷ, ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର- ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ମଙ୍ଗଳବାର ସକାଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାରଳାଖେମୁଣ୍ଡିସ୍ଥିତ ନିଜ କାର୍ଯ୍ୟାଳୟକୁ ଯିବା ସମୟରେ ସିଧାମଡ଼ଙ୍ଗ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ରାମାନାଗୁଡ଼ା ଗ୍ରାମର ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ପାରଳାଖେମୁଣ୍ଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ର୍ଘଟଣାରେ ଦୁର୍ଘଟ ଇକ୍ ଚାଳକ ଆହତ ହୋଇଥିବା のりの明 ସ୍ଥାନୀୟ କିଛି ଲୋକ ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ | ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁ ଉପସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଲେ ଲୋକଙ୍କ ପ୍ରତି ସେବା ଓ ସହାୟତା କାର୍ଯ୍ୟ କାର୍ଯ୍ୟ ପାଇଁ ତାଙ୍କୁ ସବୁଠି ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ