ଗାରବନ୍ଧ ଡାକ୍ତରଖାନାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଉପସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଗୁଟ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରୀ ମମତା ପାଢୀ ପରିଚାଳନା କଚି । କରିଥିବା ବେଳେ ଡା. ପୂର୍ଣ୍ଣଚନ୍ଦ୍ର ପାତ୍ର, ଗାରବନ୍ଧ ଉପ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏମ୍. ଶ୍ରୀନିବାସୁଚ୍ଛ ସହଯୋଗ କରିଥିଲେ । ଏଥିରେ ୧୪୦ଜଣ ଜଣ ଚକ୍ଷୁ ସମ୍ପର୍କିତ ସମସ୍ୟାକୁ ନେଇ ପଞ୍ଜୀକରଣ କରିଥିଲେ । ଏଥିମଧ୍ୟରୁ ୬୨ଜଣଙ୍କ ଚକ୍ଷୁ ସଂ” ହିଥ‌ିବାରୁ ପରଳ ବାହାର କରିବା ହ୍ମପୁରର ରୁବି ଚକ୍ଷୁ ଚିକିତ୍ସାଳୟକୁ ୬ ଖର୍ଚ୍ଚ ନ ଯିବେ । ସେମାନଙ୍କ ସମସ୍ତ ଗସ୍ତ ଓ ରହଣି ମାଗଣା ବୋଲି ଜଣାପଡିଛି । ସେହିପରି ଅବଶିଷ୍ଟ ୭୮ ଜଣଙ୍କ ସାମାନ୍ୟ ଚକ୍ଷୁ ସମସ୍ୟା ରହିଥ‌ିବାରୁ ) ସେମାନଙ୍କୁ ଔଷଧ ଏବଂ ଚଷମା ପ୍ରଦାନ କରାଯା ରାଯାଇଛି | ଶିବିରରେ ରୁବିଚକ୍ଷୁ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ସହାୟକ ପ୍ରଭାତ କୁମାର ପ୍ରଧାନ, କନିଷ୍ଠ ଚକ୍ଷୁ ସହାୟକ ଭୀଷ୍ମ ବେହେରା, ପ୍ରୀତମ କୁଣ୍ଡୁ, ପ୍ରତିମା ଗୌଡ, ସ୍ବାଗତିକା ସାହୁ ଚକ୍ଷୁ ସହ ମଧୁମହେହ, ରକ୍ତଚାପ ପରୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ