ମୋହନା ଠାରେ ବିଶ୍ୱ ବନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ଠାରେ ଥିବା ଅଗ୍ରଣୀ ସେଚ୍ଛାସେଵୀ ଅନୁଷ୍ଠାନ, ଏନଆରଡିଓ, ପ୍ରାୟସରେ ଲିଲିଗଦ ଧିବା କୃଷକ ଉପଦାନ କେନ୍ଦ୍ରର୍ ପରିସର ମଧରେ ବିଶ୍ୱ ବନ ଦିବସ ପାଳନ କରାଯାଇଛି. ଏହି ଅବସରରେ ମୋହନା ସ୍ଥିତ ଆଞ୍ଚଳିକ ମାନବ ଆଧିକାର ସୁରକ୍ଷା ମଞ୍ଚ ଓ ଲିଲିଗଦ, ଦେଗାସରିଗି, ରାମଗଡ଼, ଏସଏଚଜି ମହିଳା ସଦ୍ୟସ୍ୟମାନେ ଯୋଗଦେଇ ବୃକ୍ଷ ଲଗାଇଥିଲେ. ଏହି କାଯ୍ୟକ୍ରମରେ ସମାଜସେଵୀ ଭିକାରୀ ନାୟକ ମୁଖ୍ଯ ଅତିଧି ଭାବରେ ଯୋଗଦେଇ ବିଶ୍ୱ ବନ ଦିବସ ପାଳନର ମୁଖ୍ୟ ଉଦସ୍ୟ ବୁଝାଇଥିଲେ. ବିଶ୍ୱ ଜଳବାୟୁ ପରି ବ୍ରତନ କାରଣ ଜଳ ସଙ୍କଟକୁ ନେଇ ବୃକ୍ଷ ହୀ ଜୀଵନ ଏକ ଚାବି କାଠିର ବାର୍ତ୍ତା ପ୍ରଦାନ କରିଥିଲେ. ପିଲାଟିକୁ ଗଛଟିଏ ସ୍ୱରୂପେ ଜନସାଧାରଣର ମାନସିକତାକୁ କିପରିଭାବରେ ପରି ବରତନ ହେବ. ଜମି ନରଖ ପିଡିଆ ଲଗ ଆମ୍ବ, ପଣସ, ନଡ଼ିଆ, ନରା ଦେଇଥିଲେ. ଏହି କାଜ୍ୟ କରମାରେ ୩୦ଟି ବୃକ୍ଷ ଚାରା ଉପାଦନ କୃଷକ କେନ୍ଦ୍ରରେ ରୋପଣ କରାଯାଇଥିଲା. ଏଥିରେ ଶ୍ରମିକ ନେତା ଧନୁଜ୍ୟୟ ନାୟକ, ରଞ୍ଜନ ନାୟକ, ଏହି କାଯ୍ୟକର୍ମକୁ ପରିଚାଳାନା କରିଥିଲେ ଏବଂ ଏହିପରି ପ୍ରତି ମାସରେ଼ ବୃକ୍ଷ ହିଁ ଜିବନ ନାରା ଦେଇ କାଜ୍ୟ ଜାରି ରଖିବା ନିମନ୍ତେ ଉପସ୍ଥିତି ଅତିଥି ଓ ଜନ ସାଧରଣଲୋକଙ୍କ ଉଦବେଗର ବିସୟ କୁ ,ଓ କାହାର, ଜନ୍ମଦିବସ ,ବିଭାହ,ସୁଭ କାଜ୍ୟ ,କରମାରେ କିପରି ଲୋକଙ୍କସହ ମିସି ବୃକ୍ଷ କିପରି ଲଗଜାଇ ପାରିବ, ଏଥି ପ୍ରତି ଗୁରୁତ୍ଵ ଦିଆଜାଇଥିଲା ,ରଜନ ନୟକ ଧନ୍ୟବା, ଦେଇ ସଭା ସଙ୍ଗ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ