ପାରଳାରେ ରଙ୍ଗର ପର୍ବ “ହୋଲି’ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଜିଲ୍ଲାର ସମସ୍ତ ବ୍ଲକ ଓ ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ “ହୋଲି” ଧୂମଧାମରେ ପାଳିତ ହୋଇ ଯାଇଛି। ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରାଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ ପରସ୍ପର ମଧ୍ୟରେ ଫଗୁ ରଙ୍ଗ ମୁହଁରେ ବୋଳା ବୋଳି ହୋଇ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା କରି ହୋଲିକୁ ପାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ