ମଙ୍ଗଳା ପୀଠରେ ହରିହର ମିଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ମଙ୍ଗଳା ପୀଠାରେ ଗୋବିନ୍ଦ ଜୀଉ ଓ ହର ପାର୍ବତୀଙ୍କର ଅଲୌକିକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ସି.ଡି.ଏମ୍‌.ଓ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାୟଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଫଳରେ ଗ୍ରାମର ଏକ ନୂତନ ଆଧ୍ୟାତ୍ମିକ ପରମ୍ପରା ଆରମ୍ଭ ହୋଇଛି । ଏହି ଅପୂର୍ବ ମିଳନ ସମୟରେ ଗ୍ରାମର ଆବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ । ଏଥିରେ ଗ୍ରାମର ଉତ୍ସାହୀ ଯୁବକ ଯୁବତୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ