ସୁରଭି ତରଫରୁ ଶ୍ରମିକ ଦିବସରେ ପଣା ବଣ୍ଟନ

ବ୍ରହ୍ମପୁର,(ଅନିଲ କୁମାର):ଶ୍ରମିକ ଦିବସ ଅବସରରେ ସୁରଭି ପ୍ରଗତିଶୀଳ ଅନୁଷ୍ଠାନ ତରଫରୁ ବୈଶାଖୀ ପଣା ବଣ୍ଟନ କାର୍ଯ୍ୟକ୍ରମ କୋର୍ଟ ପେଟା ଜଗନ୍ନାଥ ମନ୍ଦିର ଛକ ନିକଟରେ ଆୟୋଜିତ ହୋଇଯାଇଛି । ସଭାପତି ଉଷା ରାଣୀ ପଟ୍ଟନାୟକ ଓ ସମ୍ପାଦିକା ପୁଷ୍ପାଞ୍ଜଳି ମହାପାତ୍ର ଙ୍କ ତତ୍ୱାବଧାନ ରେ ଏହୀ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା.। ଅହଲ୍ୟା ପଟ୍ଟନାୟକ, ରୀନା ରାଣୀ ମହାପାତ୍ର, ସୁନିତା ପଣ୍ଡା, ବିଜୟ ଲକ୍ଷ୍ମୀ ଗନ୍ତାୟତ, ମମତା ସ୍ୱାଇଁ , ରେଣୁବାଳା କର, ତ୍ରିବେଣୀ, ଜ୍ୟୋତି ବ୍ରହ୍ମା, ରବିନା ବ୍ରହ୍ମା. ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ, ଶ୍ରଦ୍ଧା ଫାଉଣ୍ଡେସନ ର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପଣ୍ଡା, ଜଗନ୍ନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.। ଖରା ଯୋଗୁଁ ବହୁ ବାଟୋଇ ପଣା ସେବନ କରି ଖୁସି ଅନୁଭବ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ