ଧର୍ମପ୍ରାଣ ମହିଳା ଚମ୍ପା ବେୱା ଙ୍କ ବିୟୋଗ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ସମାଜସେବୀକା, ଧର୍ମପ୍ରାଣ ମହିଳା ଚମ୍ପା ବେୱା ଙ୍କ ୭୦ ବର୍ଷ ବୟସ ରେ ବଗଲ ସ୍ଥିତ ବାସଭବନ ରେ ପରଲୋକ ଘଟିଛି. ଖୋର୍ଦ୍ଧା ଜିଲ୍ଲା ର ଜଣେ ଦରଦୀ, ଅମାୟିକ, ସରଳ ବ୍ୟକ୍ତିତ୍ୱ ଭାବେ ବେଶ ଜଣାଶୁଣା ଥିଲେ. ବିଶିଷ୍ଟ ସମାଜସେବୀ ତଥା ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ