ନିମାପଡ଼ାରେ ୧୨ ଓ କାକଟପୁରରେ ୧୧ ପ୍ରାର୍ଥୀ

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ର ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ।ନିମାପଡ଼ାରେ ବିଜେଡି ରୁ ଦିଲ୍ଲୀପ କୁମାର ନାୟକ, ବିଜେପିରୁ ପ୍ରଭାତୀ ପରିଡ଼ା ,କଂଗ୍ରେସ ରୁ ସିଦ୍ଧାର୍ଥ ରାଉତରାୟ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରୁ ଜିତେନ୍ଦ୍ରୀୟ ବେହେରା,ଜୟ ମହାଭାରତ ପାର୍ଟି ରୁ ଗୋପାଳକୃଷ୍ଣ ବେହେରା ,ଓଡ଼ିଶା ପ୍ରଗତି ଦଳ ରୁ ପ୍ରଦୀପ କୁମାର୍ ଚାନ୍ଦ ,ମାନସ ଲୋକଶକ୍ତି ଦଳରୁ ମାମିନା ନାୟକ,,ବହୁଜନ ସମାଜବାଦୀ ପାର୍ଟି ରୁ ସମ୍ପଦ ନାୟକ,ସି ପି ଆଇ ରୁ ମନୋରଞ୍ଜନ ପରିଡ଼ା,,ସମୃଦ୍ଧ ଓଡିଶା ରୁ ସରୋଜିନୀ ପ୍ରଧାନ,ସ୍ଵାଧୀନ ପ୍ରାର୍ଥୀ ଭାବେ ଅରୁଣ ସାହୁ ,ରୋଜାଲିନ ନାୟକ,ରୋଜାଲିନ ପ୍ରଧାନ,ପ୍ରାର୍ଥୀ ପତ୍ର ବୈଧ ତାଲିକାରେ ରହିଛି ।ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ତୁଷାର କାନ୍ତି ବେହେରା ,ବିଜେପିରୁ ବାଇଧର ମଲ୍ଲିକ ,କଂଗ୍ରେସ ରୁ ବିଶ୍ଵ ଭୂଷଣ ଦାସ ,ମୋ ଦଳ ରୁ ସୁମନ୍ତ କୁମାର୍ ସେଠୀ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରୁ ରବୀନ୍ଦ୍ର ନାଥ କାଣ୍ଡି ,ବହୁଜନ ସମାଜବାଦୀ ପାର୍ଟି ରୁ ଛବି ମଲ୍ଲିକ ,ଓଡ଼ିଶା ପ୍ରଗତି ଦଳ ରୁ ତପନ କୁମାର୍ ମଲ୍ଲିକ ,କୃପା ପାର୍ଟି କାର୍ତ୍ତିକ ରାଓ ,ମାନସ ଲୋକଶକ୍ତି ଦଳରୁ ଡଲି ରାଉତ ,,ଓଡ଼ିଶା ଜନତା ପାର୍ଟି ରୁ ବାମଦେବ ବେହେରା , ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ରୁ ଗୀତାଞ୍ଜଳି ମଲ୍ଲିକ ଙ୍କ ପ୍ରଥି ପତ୍ର ବୈଧ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ