ଭାଗବତପୁର ଗ୍ରାମପଞ୍ଚାୟତରେ ବିଜେଡିର ଭୋଟ ପ୍ରଚାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ପ୍ରତ୍ୟେକଟି ୱାର୍ଡରେ ବ୍ଲକ ଯୁବ ବିଜେଡି ସଭାପତି ସଂଗମ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରାଯାଇଛି । ପଞ୍ଚାୟତର ପ୍ରତି ୱାର୍ଡରେ ଘରକୁ ଘର ବୁଲି ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ସାମଲ ଓ ତାଙ୍କ ସାଥିମାନେ ଭୋଟରମାନଙ୍କୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଅସନ୍ତା ଜୁନ ୧ତାରିଖରେ ଯୋଡିଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ