ଟ୍ରେନ ଲାଇନ୍ ପାଶ୍ୱରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର
ଅନୁଗୋଳ,( ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାଁ ରେଲୱେ ଷ୍ଟେସନ ନିକଟରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତ ଦେହ ଇଦ୍ଧାର କରାଯାଇଛି କ୍ଷ ଗତ କିଛି ଦିନ ହେଲା ମୃତକ ମହିଳା ଜଣକ ପୂର୍ବରୁ ପାଗଳୀ ହୋଇ ବୁଲୁଥିବା କଥା ଲୋକେ ଜାଣିଥିଲେ ବି ତା ବିଷୟରେ ଖବର ନଥିଲା କ୍ଷ ବଅଁରପାଳ ପୁଲିସ ଖବର ପାଇବା ମାତ୍ରେ ଶବକୁ ଜବତ କରି ୟୁ ଡି କେଶ ନଂ ୬/୨୦୧୯ ରେ ଏକ ମାମାଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।