ବେଆଇନ ମଦ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ଯୁବକଙ୍କୁ ହତ୍ୟା

ବେଆଇନ ମଦ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ଅମାନୁଷିକ ଭାବେ ହତ୍ୟା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତଃର୍ଗତ କୁଶଢିପା ଗ୍ରାମରେ ଦୀର୍ଘ ୩ ବର୍ଷ ଧରି ଚୋରା ମଦ କାରବାର ଗତକାଲି ସଂନ୍ଧ୍ୟାରୌା ଉକ୍ତ ଗ୍ରାମର କୈ÷ଳାଶ ବାରିକ (୪୫)ଉକ୍ତ ସ୍ଥାନକୁ ଯାଇ ବିରୋଧ କରିଥିଲେ । ଗ୍ରାମରେ ଅସନ୍ତି ସୃଷ୍ଟି ହେଉଥିବାରୁ ମଦ କାରବାର ସଂପୁର୍ଣ୍ଣ ବନ୍ଦ କରିବାକୁ କହିଥିଲେ । ତେବେ ସଂପୃକ୍ତ ବେପାରୀ ଜଣକ ଯୋଜନା ମୁତାବକ ୪ରୁ ୫ ଜଣ ଗୁଣ୍ଡା ଲଗାଇ କୈଳାଶଙ୍କୁ ପଥର ଛେଚି ଅତି ଅମାନୁସିକ ଭାବେ ହତ୍ୟା କରିଥିବା ଅଭିଯøାଗ କରିଛନ୍ତି କୈଳାଶଙ୍କ ସ୍ତ୍ରୀ ।ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଖଲିକୋଟ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗ୍ରାମବାସୀ ରାସ୍ତାରୋକ କରି ଧାରଣାରେ ବସିଛନ୍ତି । ଖଲ୍ଲିକୋଟ ଥାନା ଅଧିକାରୀ ଘଟଣାର ତଦନ୍ତ ଚଲାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ