ଲିଙ୍ଗେଶ୍ୱର ମନ୍ଦୀର ପରିସରରେ ନୂତନ ଅଡିଓ ସିଡି ଉନ୍ମୋଚନ
ଯ।ଜପୁର;- ଯ।ଜପୁର ବ୍ଲକ ମୂଳ।ପ।ଳ ସ୍ଥିତ ଲିଙ୍ଗେଶ୍ୱର ମନ୍ଦୀର ପରିସରରେ ଏକ ନୂତନ ଅଡିଓ ସିଡି ଉନ୍ମୋଚନ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଲିଙ୍ଗେଶ୍ୱର ଉନ୍ନୟନ କମିଟି ପ୍ରଯୋଜନ।ରେ ପ୍ରସ୍ତୁତ ଏହି ଅଡିଓ ସିଡିର ଗୀତ ରଚନ। କରିଛନ୍ତି ଯ।ଜପୁର ଜିଲ।ପ।ଳ ରଂଜନ କୁମ।ର ଦ।ସ । ପ୍ରତ୍ୟେକ ଗୀତକୁ ସ୍ୱର ଦେଇଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ର । ଏହି ଅଡିଓ ସିଡିର ପ୍ରତ୍ୟେକଟି ଗୀତକୁ ର।ଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମ।ନେ କଣ୍ଠଦ।ନ କରିଛନ୍ତି । ସିଡି ଉନ୍ମୋଚନ ଅବସରରେ ଯ।ଜପୁର ଜିଲ।ପ।ଳ ରଂଜନ କୁମ।ର ଦ।ସ ମୁଖ୍ୟ ଅତିଥି ଏବଂ ସଂଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ର ସମ୍ମ।ନିତ ଅତିଥି ଭ।ବେ ଯୋଗ ଦେଇ ବ।ବ। ଲିଙ୍ଗେଶ୍ୱରଙ୍କ କୃପ। ଓ କରୁଣ। ଭିକ୍ଷ। କରିଥିଲେ । ଏହି ଅବସରରେ ଆୟୋଜକ ମ।ନଙ୍କ ପକ୍ଷରୁ ଅତିଥି ମ।ନଙ୍କୁ ସମ୍ବର୍ଦ୍ଧିତ କର।ଯ।ଇଥିଲ। ।