ଫୋନି ବାତ୍ୟା ପରେ ଗୋପାଳପୁର ବନ୍ଦରରେ ବାଣିଜ୍ୟ କଯ୍ୟକ୍ରମ ଆରମ୍ଭ।

ଛତ୍ରପୁର : ଝଡ଼ ବାତ୍ୟା ଫୋନି ମଇ ୩ ତାରିଖ ସକାଳୁ ଗୋପାଳପୁର ବନ୍ଦର ଅତିକ୍ରମ କଲା । ଫୋନି ଝଡ଼ ବାତ୍ୟା ଯୋଗୁଁ ଗୋପାଳପୁର ବନ୍ଦର ଅଞ୍ଚଳରେ କୋଣସି ପ୍ରକାର ମୃତାହତ ଘଟଣା ଘଟି ନାହିଁ । ଗୋପାଳପୁର ବନ୍ଦରର ଆବଶ୍ୟକ ନିରାପତ୍ତା ସଂକ୍ରାନ୍ତ ଅନୁଧ୍ୟାନ ପରେ ଆଜି ମଇ ୪ତାରିଖ ଅପରାହ୍ନରୁ ବାଣିଜ୍ୟ କାରବାର ପୁଣି ଆରମ୍ଭ ହୋଇଛି । ଏହା ସମ୍ପୃକ୍ତ ପକ୍ଷ ମାନଙ୍କୁ ଏବଂ ସର୍ବସାଧାରଣଙ